ଅନ୍ତର୍ଜାତୀୟ ମହିଳା ଦିବସ ବିଶେଷ : ଉଚ୍ଚଶିକ୍ଷିତା ଗାୟତ୍ରୀ ପ୍ରଧାନ ଆଜି ଜଣେ ସଫଳ ଚାଷୀ

ଫୁଲବାଣୀ: ଦୃଢ଼ ଇଚ୍ଛ‌ାଶକ୍ତି ଥିବା ଯୋଗୁଁ କନ୍ଧମାଳର ଉଚ୍ଚଶିକ୍ଷିତା ଗାୟତ୍ରୀ ପ୍ରଧାନ ଆଜି ଜଣେ ସଫଳ ଚାଷୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲ୍ଲା ସଦର ମହକୁମା ଫୁଲବାଣୀରେ ପରିବାର ସହ ରହୁଛନ୍ତି ଗାୟତ୍ରୀ। ସ୍ୱାମୀ ଜଣେ ଶିକ୍ଷକ। ଗୋଟିଏ ପୁଅ ବି ଅଛି। ଗାୟତ୍ରୀ ବିବାହ ପୂର୍ବରୁ ସ୍ନାତକ ଡିଗ୍ରି ହାସଲ କରି ସାରିଛନ୍ତି। ସରକାରୀ ହେଉ ବେସରକାରୀ ଚାକିରି, ଚେଷ୍ଟା କରିଥିଲେ ନିଶ୍ଚୟ … Continue reading ଅନ୍ତର୍ଜାତୀୟ ମହିଳା ଦିବସ ବିଶେଷ : ଉଚ୍ଚଶିକ୍ଷିତା ଗାୟତ୍ରୀ ପ୍ରଧାନ ଆଜି ଜଣେ ସଫଳ ଚାଷୀ